Wikidata:ପ୍ରଧାନ ପୃଷ୍ଠା

From Wikidata
Jump to: navigation, search
ଉଇକିଡ଼ାଟାକୁ ସ୍ଵାଗତ
11,798,318ଟି ଉପାଦାନରେ ସମୃଦ୍ଧ ଏକ ଖୋଲା ଜ୍ଞାନ କୋଷ, ଯାହାକୁ କେହି ମଧ୍ୟ ସମ୍ପାଦନା କରିପାରିବେ
ହିସାବ
  ସ୍ଵାଗତ!
ଉଇକିଡ଼ାଟା ଏକ ଖୋଲା ଜ୍ଞାନର ଆଧାର ଅଟେ, ଯାହାକି ମଣିଷ ଏବଂ ମେସିନ ଉଭୟ ଦ୍ଵାରା ସମାନ ଭାବେ ସମ୍ପାଦନା କରା ଯାଇପାରିବ । ଏହା ଡ଼ାଟା ପାଇଁ ଉପଲବ୍ଧ, ଯେମିତିକି ଉଇକିମିଡ଼ିଆ କମନ୍ସ ମିଡ଼ିଆ ଫାଇଲ ପାଇଁ: ଏହା ସଂରଚିତ ଡ଼ାଟାର ବ୍ୟବହାର ଓ ପରିଚାଳନାକୁ କେନ୍ଦ୍ରୀଭୁତ କରିଥାଏ, ଯେମିତି ଇଣ୍ଟରଉଇକି ଆଧାରମାନ ଏବଂ ସାଂଖିକ ତଥ୍ୟ । ଉଇକିଡ଼ାଟାରେ ସମସ୍ତ ଭାଷାର ଡ଼ାଟା ରହିଥାଏ ଯାହା ସବୁ ଉଇକିମିଡ଼ିଆ ପ୍ରକଳ୍ପରେ ଅଛି ।


ଆପଣ ଉଇକିଡ଼ାଟା ବିଷୟରେ ଅଧିକ ଜାଣିବା ପାଇଁ ଆରମ୍ଭ ପୃଷ୍ଠାଟି ପଢିପାରିବେ ।
  ଆପଣଙ୍କ ଉଇକିରେ ଉଇକିଡ଼ାଟା ବ୍ୟବହାର କରନ୍ତୁ ।
  ସମ୍ବାଦ

More news... (edit) (News not available in your own language? Translate it!)

  ଉଇକିମିଡ଼ିଆ ଅଧୀନରେ ଥିବା ବିବିଧ ପ୍ରକଳ୍ପ

 ଉଇକିପିଡ଼ିଆ – ଜ୍ଞାନକୋଷ     ମେଟା-ଉଇକି – ଉଇକିମିଡ଼ିଆ ପ୍ରକଳ୍ପ     ଉଇକିମିଡ଼ିଆ କମନ୍ସ – ମାଗଣା ମାଧ୍ୟମର ଭଣ୍ଡାର     ଉଇକି ଅଭିଧାନ – ଶବ୍ଦକୋଷ ଓ ବିଶେଷଣ ପୋଥି     ଉଇକିପୋଥି – ମାଗଣା ପଢ଼ାବହି ଓ ମାନୁଆଲ     ଉଇକିକଥା – ଢଗଢମାଳି ଓ ବିଶେଷ କଥା     ଉଇକି ମହାବିହାର – ମାଗଣା ଶିକ୍ଷଣ ଓ ଉପକରଣ     ଉଇକିଉତ୍ସ – ମାଗଣା-ପଢ଼ାଘର     ଉଇକି ସମ୍ବାଦ – ଖୋଲା ସମ୍ବାଦ     ଉଇକିସ୍ପିସିସ – ଜାତିମାନଙ୍କର ତାଲିକା     Wikivoyage – Travel guides